ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଂଡଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଂଡଳ   ବିଶେଷ୍ୟ

ଅର୍ଥ : ବାଇଶଟି ମାତ୍ରାର ଗୋଟିଏ ଛାନ୍ଦ

ଉଦାହରଣ : କୁଣ୍ଡଳରେ ବାରତମ ଏବଂ ଦଶମରେ ବିରାମ ଥାଏ ଏବଂ ଶେଷରେ ଦୁଇଟି ଗୁରୁ ଥାଏ

ସମକକ୍ଷ : କୁଣ୍ଡଳ

बाईस मात्राओं का एक छंद।

कुंडल में बारह और दस पर विराम होता है एवं अंत में दो गुरु होते हैं।
कुंडल, कुण्डल

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : କାନରେ ପିନ୍ଧା ଯାଉଥିବା ଏକ ବଡ଼ ଗୋଲ ଗହଣା

ଉଦାହରଣ : ଗୀତା କୁଣ୍ଡଳ ପିନ୍ଧିଛି

ସମକକ୍ଷ : କର୍ଣ୍ଣକୁଂଡଳ, କର୍ଣ୍ଣକୁଣ୍ଡଳ, କୁଣ୍ଡଳ

कान में पहनने का एक बड़ा गोल गहना।

गीता कर्णकुंडल पहनी हुई है।
कर्ण कुण्डल, कर्ण-कुंडल, कर्णकुंडल, कुंडल, कुण्डल

Jewelry to ornament the ear. Usually clipped to the earlobe or fastened through a hole in the lobe.

earring