ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କବର   ବିଶେଷ୍ୟ

ଅର୍ଥ : ଯେଉଁ ଖାଲରେ ମୁସଲମାନ, ଖ୍ରୀଷ୍ଟିଆନ, ଇହୁଦୀମାନଙ୍କ ଶବ ରଖାଯାଏ ବା କବର ଦିଆଯାଏ

ଉଦାହରଣ : ମହାନ ସୁଫୀ ସନ୍ଥଙ୍କୁ କବର ଦେବାପାଇଁ ଅସଂଖ୍ୟ ଲୋକମିଶି ତାଙ୍କର କବର ଖୋଳିଲେ

वह गड्ढा जहाँ मुसलमान,ईसाई,यहुदियों का मुर्दा गाड़ा या दफ़नाया जाता है।

महान सूफ़ी संत को दफ़नाने के लिए असंख्य लोगों ने मिलकर उनकी क़ब्र खोदी।
कब्र

A place for the burial of a corpse (especially beneath the ground and marked by a tombstone).

He put flowers on his mother's grave.
grave, tomb

ଅର୍ଥ : ଶବ ଆଦିକୁ ମାଟିତଳେ ପୋତିବାର ପ୍ରକ୍ରିୟା

ଉଦାହରଣ : ଅପରାଧୀ ଶବକୁ ଘର ଭିତରେ ହିଁ ସମାଧି ଦେଇଥିଲା

ସମକକ୍ଷ : ସମାଧି

लाश आदि को जमीन के अंदर गाड़ने की क्रिया।

लाश के दफन के बाद वह सीधे घर पहुँचा।
दफन, दफनाना, दफ़न, दफ़नाना, दफ़्न, दफ़्नाना, दफ्न, दफ्नाना

The ritual placing of a corpse in a grave.

burial, entombment, inhumation, interment, sepulture

ଅର୍ଥ : ସେହି ଚଉତରା ଯାହା ଖାଲ ଉପରେ ତିଆରି ହୋଇଥାଏ, ଯେଉଁଥିରେ ମୁସଲ୍‌ମାନ, ଖ୍ରୀଷ୍ଟିଆନଆଦିଙ୍କର ଶବ ଶୁଆଇ ରଖାଯାଇଥାଏ

ଉଦାହରଣ : ସେ ପ୍ରତିଦିନ ସଂଧ୍ୟାରେ ନିଜ ମାଆଙ୍କ କବର ଉପରେ ମହମବତୀ ଜାଳିଥାଏ

वह चबूतरा जो उस गड्ढे के ऊपर बनाया जाता है,जिसमें मुसलमान, ईसाइयों आदि का मुर्दा गड़ा रहता है।

वह प्रतिदिन शाम को अपनी माँ की कब्र पर मोमबत्ती जलाता है।
कब्र

A place for the burial of a corpse (especially beneath the ground and marked by a tombstone).

He put flowers on his mother's grave.
grave, tomb