ଯେଉଁ ଖାଲରେ ମୁସଲମାନ, ଖ୍ରୀଷ୍ଟିଆନ, ଇହୁଦୀମାନଙ୍କ ଶବ ରଖାଯାଏ ବା କବର ଦିଆଯାଏ
ମହାନ ସୁଫୀ ସନ୍ଥଙ୍କୁ କବର ଦେବାପାଇଁ ଅସଂଖ୍ୟ ଲୋକମିଶି ତାଙ୍କର କବର ଖୋଳିଲେ
କବର
ସେହି ଚଉତରା ଯାହା ଖାଲ ଉପରେ ତିଆରି ହୋଇଥାଏ, ଯେଉଁଥିରେ ମୁସଲ୍ମାନ, ଖ୍ରୀଷ୍ଟିଆନଆଦିଙ୍କର ଶବ ଶୁଆଇ ରଖାଯାଇଥାଏ
ସେ ପ୍ରତିଦିନ ସଂଧ୍ୟାରେ ନିଜ ମାଆଙ୍କ କବର ଉପରେ ମହମବତୀ ଜାଳିଥାଏ
କବର
ପୀର, ସୁଫୀ ସନ୍ଥଆଦିଙ୍କର କବର ଯେଉଁଠାକୁ ଲୋକେ ଦର୍ଶନ କରିବାକୁ ଯାଆନ୍ତି
ମୈନୁଦୀନ୍ ଚିସ୍ତିଙ୍କ ଦରଘା ଠାରେ ପ୍ରତିବର୍ଷ ଗୋଟିଏ ବଡ ମେଳା ହୁଏ
ଦରଘା,
ମଜାର