ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାଧି   ବିଶେଷ୍ୟ

ଅର୍ଥ : ଯୋଗ ସାଧନର ଚରମାବସ୍ଥା

ଉଦାହରଣ : ସନ୍ଥ ସମାଧିରେ ଲୀନ ହୋଇଛନ୍ତି

ସମକକ୍ଷ : ଧ୍ୟାନାବସ୍ଥା

योग साधन की चरमावस्था।

संत समाधि में लीन हैं।
ध्यानावस्था, प्रणिधान, समाधि

ଅର୍ଥ : ଯେଉଁ ସ୍ଥାନରେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ ଶରୀର ବା ଅସ୍ଥିଆଦି ପୋତା ହୋଇଥାଏ

ଉଦାହରଣ : ରାଜଘାଟରେ ଗାନ୍ଧୀଜୀଙ୍କ ସମାଧି ଅଛି

वह स्थान जहाँ किसी (विशेषकर प्रसिद्ध व्यक्ति) का मृत शरीर या अस्थियाँ आदि गाड़ी गई हों।

राजघाट में गाँधीजी की समाधि है।
समाधि, समाधि-स्थल

A burial vault (usually for some famous person).

monument, repository

ଅର୍ଥ : ଶବ ଆଦିକୁ ମାଟିତଳେ ପୋତିବାର ପ୍ରକ୍ରିୟା

ଉଦାହରଣ : ଅପରାଧୀ ଶବକୁ ଘର ଭିତରେ ହିଁ ସମାଧି ଦେଇଥିଲା

ସମକକ୍ଷ : କବର

लाश आदि को जमीन के अंदर गाड़ने की क्रिया।

लाश के दफन के बाद वह सीधे घर पहुँचा।
दफन, दफनाना, दफ़न, दफ़नाना, दफ़्न, दफ़्नाना, दफ्न, दफ्नाना

The ritual placing of a corpse in a grave.

burial, entombment, inhumation, interment, sepulture

ଅର୍ଥ : ଋଷି, ସନ୍ଥମାନଙ୍କର ସେହି ଅବସ୍ଥା ଯେଉଁଥିରେ ସେମାନଙ୍କ ସଜ୍ଞା ବା ଚେତନା ନଷ୍ଟ ହୋଇଯାଏ ଏବଂ ସେମାନେ ପ୍ରାଣ ତ୍ୟାଗ କରନ୍ତି

ଉଦାହରଣ : ମହର୍ଷି ଦଧିଚି ଦେବତାଙ୍କ କଲ୍ୟାଣପାଇଁ ସମାଧି ନେଇଥିଲେ

ऋषियों, संतों आदि की वह अवस्था जिसमें उनकी संज्ञा या चेतना नष्ट हो जाती है और वे अपने प्राण का त्याग कर देते हैं।

महर्षि दधिचि ने देव कल्याण हेतु समाधि ले ली थी।
समाधि