ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାନର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାନର   ବିଶେଷ୍ୟ

ଅର୍ଥ : ଛୋଟ ଲାଞ୍ଜଥିବା ବା ନଥିବା ପ୍ରାଇମେଟ ଯାହା ମାଙ୍କଡ଼ ପରି

ଉଦାହରଣ : କପି ଏବଂ ମାଙ୍କଡ଼ ଦୁଇଟି ଅଲଗା ଜାତିର ଅଟନ୍ତି

ସମକକ୍ଷ : ଏପ, କପି

बंदर जैसा वह प्राइमेट जिसमें पूँछ नहीं होती या होती भी है तो बहुत छोटी।

कपि और बंदर दो अलग जातियाँ हैं।
एप, कपि, वानर

Any placental mammal of the order Primates. Has good eyesight and flexible hands and feet.

primate

ଅର୍ଥ : ଅଣ୍ଡିରା ମାଙ୍କଡ଼

ଉଦାହରଣ : ମାଙ୍କେଡ଼ିଆ ଅଣ୍ଡିରା_ମାଙ୍କଡ଼ ଓ ମାଙ୍କେଡ଼ୀକୁ ନଚାଉଛି

ସମକକ୍ଷ : ଅଣ୍ଡିରା ମାଙ୍କଡ଼, ବାନ୍ଦର, ମର୍କଟ, ମାଙ୍କଡ଼

नर बंदर।

मदारी बंदर और बंदरिया को नचा रहा है।
बंदर, बन्दर, बानर, मर्कट, वानर

Any of various long-tailed primates (excluding the prosimians).

monkey

ଅର୍ଥ : ବୃକ୍ଷ ଉପରେ ରହୁଥିବା ଏକ ଚଞ୍ଚଳ ସ୍ତନ୍ୟପାୟୀ ଚତୁସ୍ପଦ ପ୍ରାଣୀ

ଉଦାହରଣ : ଭାରତରେ ବହୁତ ଜାତିର ମାଙ୍କଡ଼ ଦେଖିବାକୁ ମିଳନ୍ତି

ସମକକ୍ଷ : କପି, ମର୍କଟ, ମାଙ୍କଡ଼

वृक्षों पर रहने वाला एक चंचल स्तनपायी चौपाया।

भारत में बंदरों की कई जातियाँ पाई जाती हैं।
कपि, कीश, तरुमृग, दिव्य चक्षु, दिव्य-चक्षु, दिव्यचक्षु, पारावत, बंदर, बन्दर, बानर, मर्कट, मर्कटक, माठू, लांगुली, वानर, विटपीमृग, शाखामृग, शाला-वृक, शालावृक, हरि

Any of various long-tailed primates (excluding the prosimians).

monkey