ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କପଟିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କପଟିଆ   ବିଶେଷଣ

ଅର୍ଥ : ଧର୍ମର ଆଡମ୍ବର କରି ସ୍ୱାର୍ଥ ସାଧନ କରିବାବାଲା

ଉଦାହରଣ : ଆଜିକାଲି ସମାଜ କପଟୀ ବ୍ୟକ୍ତିମାନଙ୍କରେ ପୂରିଛି

ସମକକ୍ଷ : କପଟୀ, ଛଳ କପଟୀ, ଦୁଷ୍ଟ, ପାଷାଣ୍ଡ

धर्म का आडम्बर रचकर स्वार्थ साधनेवाला।

आज का समाज पाखंडी व्यक्तियों से भरा पड़ा है।
आडंबरी, आडम्बरी, ढकोसलेबाज़, ढोंगी, धर्मध्वजी, ध्वजिक, पाखंडी, पाखण्डी, पाषंड, पाषंडी, पाषण्ड, पाषण्डी, वामल

Excessively or hypocritically pious.

A sickening sanctimonious smile.
holier-than-thou, pharisaic, pharisaical, pietistic, pietistical, sanctimonious, self-righteous

ଅର୍ଥ : ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା

ଉଦାହରଣ : ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍‌

ସମକକ୍ଷ : ଚାଲବାଜିଆ, ଦଗାବାଜ, ଧୂର୍ତ୍ତ, ଧୋକାବାଜ, ଶଠ

Intended to deceive.

Deceitful advertising.
Fallacious testimony.
Smooth, shining, and deceitful as thin ice.
A fraudulent scheme to escape paying taxes.
deceitful, fallacious, fraudulent