ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଥୋପକଥନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଥୋପକଥନ   ବିଶେଷ୍ୟ

ଅର୍ଥ : ନାଟକଆଦିରେ କୁହାଯାଉଥିବା ବାର୍ତ୍ତା

ଉଦାହରଣ : ଜୟଶଂକର ପ୍ରସାଦଙ୍କ ନାଟକରେ ସଂଳାପଗୁଡ଼ିକ ରୁଚିକର ହୋଇଥାଏ

ସମକକ୍ଷ : ଆଳାପ, ସଂଭାଷଣ, ସଂଳାପ

नाटक, धारावाहिक तथा फिल्मों आदि में पात्रों द्वारा बोली जानेवाली पङ्क्तियाँ या सम्भाषण।

जयशंकर प्रसाद के नाटक में कथोपकथन रोचकता से भरे होते हैं।
अनुकथन, आलाप, कथोपकथन, संभाषण, सम्भाषण

The lines spoken by characters in drama or fiction.

dialog, dialogue

ଅର୍ଥ : କଥାବାର୍ତ୍ତାର ଆନନ୍ଦ

ଉଦାହରଣ : ବେଳେବେଳେ କୌଣସି ଭାବୁକ କବି ଗପସପରେ ବୁଡ଼ିଯାଆନ୍ତି

ସମକକ୍ଷ : ଗପସପ, ସମ୍ଭାଷଣ

बातचीत का आनन्द।

कभी-कभी कोई भावुक कवि बतरस में डूब जाता है।
बतरस