ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗପସପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗପସପ   ବିଶେଷ୍ୟ

ଅର୍ଥ : ମିତ୍ରମାନଙ୍କ ଭିତରେ ହେଉଥିବା ହାସପରିହାସ

ଉଦାହରଣ : ଥଟ୍ଟାମଜା ବନ୍ଦ କର ଓ ନିଜନିଜ କାମରେ ଲାଗିଯାଅ

ସମକକ୍ଷ : ଥଟ୍ଟା ପରିହାସ, ଥଟ୍ଟାମଜା

मित्रों में होनेवाला हास-परिहास।

चकल्लस बंद करो और अपने-अपने कामों में लग जाओ।
चकल्लस

ଅର୍ଥ : ଏଣୁତେଣୁ କଥା ବା ଅନୌପଚାରିକ କଥାବାର୍ତ୍ତା

ଉଦାହରଣ : ଫାଲତୁ ଗପସପରେ ସମୟ ନଷ୍ଟ କର ନାହିଁ

इधर-उधर की बात या अनौपचारिक बातचीत।

फालतू की गपशप में समय नष्ट न करो।
गप, गपशप, गपोड़बाजी, गपोड़ेबाज़ी, गप्प

ଅର୍ଥ : କଥାବାର୍ତ୍ତାର ଆନନ୍ଦ

ଉଦାହରଣ : ବେଳେବେଳେ କୌଣସି ଭାବୁକ କବି ଗପସପରେ ବୁଡ଼ିଯାଆନ୍ତି

ସମକକ୍ଷ : କଥୋପକଥନ, ସମ୍ଭାଷଣ

बातचीत का आनन्द।

कभी-कभी कोई भावुक कवि बतरस में डूब जाता है।
बतरस