ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଥାକୁହାଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଥାକୁହାଳିଆ   ବିଶେଷଣ

ଅର୍ଥ : ଯେ ବଢ଼ିବଢ଼ି କଥା କହେ

ଉଦାହରଣ : କଥାକୁହାଳିଆ ଲୋକ ମୋର ପସନ୍ଦ ନୁହେଁ

ସମକକ୍ଷ : କଥାକୁହା, ଗପୁଡ଼ି, ଭଡ଼ଭଡ଼ିଆ

ଅର୍ଥ : କଥା କହିବାରେ ଚତୁର

ଉଦାହରଣ : ବାକ୍‌ପଟୁ ରମେଶ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରି ଦିଏ

ସମକକ୍ଷ : କୁହାଳିଆ, ବାକ୍‌ପଟୁ

बातें करने में चतुर।

वाक्पटु रमेश अपनी बातों से सबको प्रभावित कर देता है।
वाक्पटु

Expressing yourself readily, clearly, effectively.

Able to dazzle with his facile tongue.
Silver speech.
eloquent, facile, fluent, silver, silver-tongued, smooth-spoken