ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଥାକୁହା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଥାକୁହା   ବିଶେଷଣ

ଅର୍ଥ : କଥା ଚଞ୍ଚକ କରୁଥିବା ଲୋକ

ଉଦାହରଣ : ତୁମେ ଏହି ଚଞ୍ଚକ ଲୋକଠାରୁ ହୁସିଆର ରହିବ

ସମକକ୍ଷ : ଚଞ୍ଚକ

बातें बनानेवाला।

तुम उस अलाम व्यक्ति से बचकर रहना।
अलाम, बातें बनानेवाला

ଅର୍ଥ : ଯେ ବଢ଼ିବଢ଼ି କଥା କହେ

ଉଦାହରଣ : କଥାକୁହାଳିଆ ଲୋକ ମୋର ପସନ୍ଦ ନୁହେଁ

ସମକକ୍ଷ : କଥାକୁହାଳିଆ, ଗପୁଡ଼ି, ଭଡ଼ଭଡ଼ିଆ

ଅର୍ଥ : ଯେଉଁଥିରେ କିଛି ବ୍ୟକ୍ତ ହୋଇଥାଏ

ଉଦାହରଣ : ମୁକର କଥାକୁହା ଆଖି ଆମକୁ ଭାବୁକ କରିଦେଲା

जिससे कुछ व्यक्त हो।

मूक की बोलती आँखों ने हमें भावुक बना दिया।
बोलता

Capable of or involving speech or speaking.

Human beings--the speaking animals.
A speaking part in the play.
speaking

ଅର୍ଥ : କଥା କହୁଥିବା

ଉଦାହରଣ : ଆଲମଆରା ହିନ୍ଦୀରେ ପ୍ରଥମ କଥାକୁହା ଫିଲ୍ମ ଥିଲା

ସମକକ୍ଷ : ସବାକ

बोलने वाला।

आलमआरा हिंदी की पहली बोलती फिल्म थी।
बोलता