ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାକ୍‌ପଟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାକ୍‌ପଟୁ   ବିଶେଷ୍ୟ

ଅର୍ଥ : ଯେ ବହୁତ ଭଲ କହେ ବା ଯେ କୌଣସି ଭାଷରେ ଜ୍ଞାନୀ

ଉଦାହରଣ : ପଣ୍ଡିତ ମହେଶଚନ୍ଦ୍ରଙ୍କ ପାଣ୍ଡିତ୍ୟଯୋଗୁଁ ହିଁ ତାଙ୍କୁ ବାଗ୍ମୀ କୁହାଯାଏ

ସମକକ୍ଷ : ବାଗୀଶ, ବାଗୀଶ୍ୱର, ବାଗ୍ମୀ, ବାଗ୍‌ବିଶାରଦ

वह जो बहुत अच्छा बोलता हो या किसी भाषा का अच्छा ज्ञाता।

पंडित महेशजी के पांडित्य के कारण ही उनको वागीश कहा जाता है।
वागीश, वागीश्वर

ବାକ୍‌ପଟୁ   ବିଶେଷଣ

ଅର୍ଥ : କଥା କହିବାରେ ଚତୁର

ଉଦାହରଣ : ବାକ୍‌ପଟୁ ରମେଶ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରି ଦିଏ

ସମକକ୍ଷ : କଥାକୁହାଳିଆ, କୁହାଳିଆ

बातें करने में चतुर।

वाक्पटु रमेश अपनी बातों से सबको प्रभावित कर देता है।
वाक्पटु

Expressing yourself readily, clearly, effectively.

Able to dazzle with his facile tongue.
Silver speech.
eloquent, facile, fluent, silver, silver-tongued, smooth-spoken