ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଲା   ବିଶେଷ୍ୟ

ଅର୍ଥ : ମଣିବନ୍ଧରେ ପିନ୍ଧୁଥିବା ଏକ ଗହଣା

ଉଦାହରଣ : ଶୀଲା ଅଳଂକାର ଦୋକାନରୁ ଗୋଟିଏ ସୁନା କଡା କିଣିଲା

ସମକକ୍ଷ : କଡା, ବ୍ରେସଲେଟ

कलाई में पहनने का एक गहना।

शीला ने आभूषण की दुकान से एक सोने की पहुँची खरीदी।
पहुँची

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ବାଲାର ପ୍ରତ୍ୟେକ ଚରଣରେ ତିନି ତିନି ରଗଣ ଏବଂ ଗୋଟିଏ ଗୁରୁ ଥାଏ

एक वर्णवृत्त।

बाला के प्रत्येक चरण में तीन तीन रगण और एक गुरु होता है।
बाला

(prosody) a system of versification.

poetic rhythm, prosody, rhythmic pattern