ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଟାକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଟାକ୍ଷ   ବିଶେଷ୍ୟ

ଅର୍ଥ : କାହାକୁ ଆକ୍ଷେପ କରିବା ପାଇଁ କୁହା ଯାଉଥିବା ବ୍ୟଙ୍ଗପୂର୍ଣ୍ଣ କଥା

ଉଦାହରଣ : ସେ କଥା କଥାରେ କଟାକ୍ଷ କରୁଛି

ସମକକ୍ଷ : ଆକ୍ଷେପ, ଛିଗୁଲି, ବ୍ୟଙ୍ଗୋକ୍ତି

किसी को उसके द्वारा किए हुए अनुचित या अशोभनीय व्यवहार का उसे स्पष्ट किंतु कटु शब्दों में स्मरण कराकर लज्जित करने या किसी को दुखी करने के लिए कही जाने वाली कोई व्यंगपूर्ण बात।

वह बात-बात पर ताने मारता है।
आक्षेप, आवाज़ा, आवाजा, कटाक्ष, तर्क, ताना, फबती, फब्ती, व्यंगोक्ति

An aggressive remark directed at a person like a missile and intended to have a telling effect.

His parting shot was `drop dead'.
She threw shafts of sarcasm.
She takes a dig at me every chance she gets.
barb, dig, gibe, jibe, shaft, shot, slam

ଅର୍ଥ : ଆଖିର ଧାର

ଉଦାହରଣ : ଆପଣଙ୍କ ଅପାଙ୍ଗରେ ମଇଳା ଜମା ହୋଇଛି

ସମକକ୍ଷ : ଅପାଙ୍ଗ, ନେତ୍ରକୋଣ

आँख की कोर।

आपके अपांग में कीचड़ जमा है।
अपांग

Either of the corners of the eye where the upper and lower eyelids meet.

canthus

ଅର୍ଥ : ଶ୍ଳେଷ ଅଳଙ୍କାର ଥିବା ଉକ୍ତି

ଉଦାହରଣ : ମୁଁ ଅନେକ ଭାବିଭାବି ତାଙ୍କର ବକ୍ରୋକ୍ତିର ଅର୍ଥ ବୁଝିଲି

ସମକକ୍ଷ : ବକ୍ରୋକ୍ତି

वह उक्ति जिसमें श्लेष अलंकार हो।

उसकी वक्रोक्ति का अर्थ मैं बहुत सोचने के बाद समझा।
काकुक्ति, वक्रोक्ति