ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାକୁ ଆକ୍ଷେପ କରିବା ପାଇଁ କୁହା ଯାଉଥିବା ବ୍ୟଙ୍ଗପୂର୍ଣ୍ଣ କଥା
ଉଦାହରଣ : ସେ କଥା କଥାରେ କଟାକ୍ଷ କରୁଛି
ସମକକ୍ଷ : କଟାକ୍ଷ, ଛିଗୁଲି, ବ୍ୟଙ୍ଗୋକ୍ତି
किसी को उसके द्वारा किए हुए अनुचित या अशोभनीय व्यवहार का उसे स्पष्ट किंतु कटु शब्दों में स्मरण कराकर लज्जित करने या किसी को दुखी करने के लिए कही जाने वाली कोई व्यंगपूर्ण बात।
An aggressive remark directed at a person like a missile and intended to have a telling effect.
ଅର୍ଥ : ଗୋଟିଏ ପ୍ରକାର ବାତରୋଗ
ଉଦାହରଣ : ଆକ୍ଷେପ ଯୋଗୁଁ ଶରୀରରେ କମ୍ପ ଆସେ
एक प्रकार का वात रोग।
ଅର୍ଥ : କେହି ଜଣେ ଅନୁଚିତ, ଦଣ୍ଡନୀୟ ବା ନିୟମ ବିରୁଦ୍ଧ କାର୍ଯ୍ୟ କରିଛି ବୋଲି କହିବା
ଉଦାହରଣ : ଭ୍ରଷ୍ଟାଚାର ଆରୋପରେ ତାକୁ ନିଲମ୍ବିତ କରାଯାଇଛି
ସମକକ୍ଷ : ଅଭିଯୋଗ, ଆରୋପ
किसी के विषय में यह कहने की क्रिया कि अमुक ने अनुचित, दंडनीय या नियम-विरुद्ध कार्य किया है।
Statements affirming or denying certain matters of fact that you are prepared to prove.
ସଂସ୍ଥାପନ କରନ୍ତୁ