ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବକ୍ରୋକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବକ୍ରୋକ୍ତି   ବିଶେଷ୍ୟ

ଅର୍ଥ : ସାହିତ୍ୟର ଏକ ଅଳଙ୍କାର ଯେଉଁଥିରେ ଶୁଣା ହେଉଥିବା କୌଣସି କଥାର କିଛି ଅନ୍ୟ ଅର୍ଥ ହିଁ ବାହାରେ

ଉଦାହରଣ : ବକ୍ରୋକ୍ତି ଦୁଇ ପ୍ରକାରର, ଶବ୍ଦ ବକ୍ରୋକ୍ତି ଏବଂ ଅର୍ଥ ବକ୍ରୋକ୍ତି

ସମକକ୍ଷ : ବକ୍ରୋକ୍ତି ଅଳଙ୍କାର

साहित्य में एक अलंकार जिसमें किसी सुनी हुई बात का कुछ दूसरा ही अर्थ लगाया जाता है।

वक्रोक्ति दो प्रकार की होती है शब्द वक्रोक्ति और अर्थ वक्रोक्ति।
वक्रोक्ति, वक्रोक्ति अलंकार

ଅର୍ଥ : ପ୍ରତ୍ୟକ୍ଷରେ ନକହି ପରୋକ୍ଷରେ କୁହାଯାଉଥିବା ଉକ୍ତି ଅବା ଅଭିବ୍ୟକ୍ତି

ଉଦାହରଣ : ତାଙ୍କର ବ୍ୟଙ୍ଗୋକ୍ତି ଶୁଣି ମୋତେ ରାଗ ଆସିଲା

ସମକକ୍ଷ : ପ୍ରଚ୍ଛନ୍ନ ନିନ୍ଦା, ବ୍ୟଙ୍ଗୋକ୍ତି, ଶ୍ଳେଷବାକ୍ୟ

सीधे न कहकर अप्रत्यक्ष रूप से कही जानेवाली उक्ति या अभिव्यक्ति।

उसकी वक्रोक्ति सुनकर मुझे गुस्सा आ रहा था।
अवरेब, औरेब, वक्रोक्ति

ଅର୍ଥ : ଶ୍ଳେଷ ଅଳଙ୍କାର ଥିବା ଉକ୍ତି

ଉଦାହରଣ : ମୁଁ ଅନେକ ଭାବିଭାବି ତାଙ୍କର ବକ୍ରୋକ୍ତିର ଅର୍ଥ ବୁଝିଲି

ସମକକ୍ଷ : କଟାକ୍ଷ

वह उक्ति जिसमें श्लेष अलंकार हो।

उसकी वक्रोक्ति का अर्थ मैं बहुत सोचने के बाद समझा।
काकुक्ति, वक्रोक्ति