ଅର୍ଥ : ଶାମୁକା ଭଳି ଖୋଳପା ଭିତରେ ରହୁଥିବା ଏକ ସାମୁଦ୍ରିକ ପୋକ
ଉଦାହରଣ :
ଚୀନ୍ବାସୀ କଉଡ଼ି ସିଝେଇ ଖାଆନ୍ତି
ଅର୍ଥ : ଗେଣ୍ଡା ଭଳି ଗୋଟିଏ ସାମୁଦ୍ରୀକ କୀଟର କଡ଼ା ଅସ୍ଥି ଆବରଣ
ଉଦାହରଣ :
କଉଡ଼ିରେ ଭିନ୍ନଭିନ୍ନ ଆଭୂଷଣ ଏବଂ ସାଜସଜାର ଜିନିଷ ତିଆରି କରାଯାଏ
ଅର୍ଥ : କଉଡ଼ିଦେଇ ପରିଶୋଧ କରାଯାଉଥିବା ମଜୁରି
ଉଦାହରଣ :
ମଜୁରିଆ କଉଡ଼ି ନେଉଛି
ଅର୍ଥ : ଦ୍ରବ୍ୟ ବିନିମୟପାଇଁ ବ୍ୟବହୃତ ଅତି କମ ମୂଲ୍ୟର ମୁଦ୍ରାର ପ୍ରତୀକ ଏକ ସାମୁଦ୍ରିକ କୀଟର ଶକ୍ତ ଅସ୍ଥି ଆବରଣ
ଉଦାହରଣ :
ଆଠ କଉଡ଼ି ମିଶି ଏକ ପଣ ହୁଏ