ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାହୁଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାହୁଲା   ବିଶେଷ୍ୟ

ଅର୍ଥ : କୌଣସି ଅଙ୍କର ଏକକର ଚଉଠ ଭାଗକୁ ଦର୍ଶାଉ ଥିବା ସିଧା ରେଖା

ଉଦାହରଣ : କୌଣସି ସଂଖ୍ୟାର ସମସ୍ତ ଭାଗ ଦେଖେଇବାପାଇଁ ସେହି ସଂଖ୍ୟାର ଆଗରେ ଏକ ପାହି ଲଗାଇ ଦିଅନ୍ତି

ସମକକ୍ଷ : ପାହି

किसी अंक के इकाई का चौथा भाग प्रकट करनेवाली सीधी खड़ी रेखा।

किसी संख्या का सवा भाग दिखाने के लिए उस संख्या के आगे एक पाई लगा देते हैं।
पाई

ଅର୍ଥ : ପଇସାର ତିନିଭାଗରୁ ଏକଭାଗ ମୂଲ୍ୟର ଏକ ଛୋଟ ମୁଦ୍ରା

ଉଦାହରଣ : ଆଜିକାଲି ପାହୁଲାର ପ୍ରଚଳନ ଶେଷ ହୋଇଯାଇଛି

पैसे के तिहाई मूल्य का एक छोटा सिक्का।

आज-कल पाई का प्रचलन समाप्त हो गया है।
पाई

ଅର୍ଥ : ବହୁତ କମ୍‌ ପଇସା

ଉଦାହରଣ : ମୋ ପାଖରେ ଏକ କଉଡ଼ି ବି ନାହିଁ

ସମକକ୍ଷ : କଉଡ଼ି

बहुत कम पैसा।

मेरे पास एक कौड़ी भी नहीं है।
कौड़ी