ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକାଠିକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକାଠିକରିବା   କ୍ରିୟାପଦ

ଅର୍ଥ : ଏଣେ ତେଣେ ଫିଙ୍ଗା ଫୋପଡ଼ା ହୋଇଥିବା ବସ୍ତୁଗୁଡ଼ିକୁ ଏକାଠି କରିବା

ଉଦାହରଣ : କୃଷକ ଏଣେ ତେଣେ ବିଛେଇ ହୋଇଥିବା ଶସ୍ୟକୁ ଗଦାଉଛି

ସମକକ୍ଷ : ଏକତ୍ରିତ କରିବା, ଗଦାଇବା, ଗଦେଇବା, ମନ୍ଦେଇବା

(बिखरी या फैली वस्तुओं को)एक जगह लाना या इकट्ठा करना।

किसान बिखरे अनाज को एकत्रित कर रहा है।
अँजोरना, अंजोरना, इकट्ठा करना, एकत्रित करना, बटोरना, समेटना

Assemble or get together.

Gather some stones.
Pull your thoughts together.
collect, garner, gather, pull together

ଅର୍ଥ : ଗୋଟିଏ ବସ୍ତୁରେ ଅନ୍ୟବସ୍ତୁ ବା ବସ୍ତୁଗୁଡ଼ିକ ମିଶାଇ ସବୁ ଏକାଠି କରିବା

ଉଦାହରଣ : ଗୋଲାପି ରଙ୍ଗ ତିଆରି କରିବାପାଇଁ ସେ ଲାଲ୍ ଓ ଧଳା ରଙ୍ଗ ମିଶାଇଲେ ଦୁଧବାଲା ଦୁଧରେ ପାଣି ମିଶାଏ

ସମକକ୍ଷ : ଏକତ୍ରିତକରିବା, ମିଳାଇବା, ମିଶାଇବା, ମିଶ୍ରଣକରିବା

एक वस्तु में दूसरी वस्तु या वस्तुएँ डालकर सबको इस प्रकार एक करना कि वे आसानी से एक-दूसरे से अलग न हो सकें।

गुलाबी रंग बनाने के लिए उसने लाल और सफ़ेद रंग मिलाए।
दूधवाला दूध में पानी मिलाता है।
अभेरना, अमेजना, आमेजना, मिलाना

Add as an additional element or part.

Mix water into the drink.
mix, mix in