ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଦାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଦାଇବା   କ୍ରିୟାପଦ

ଅର୍ଥ : ଏଣେ ତେଣେ ଫିଙ୍ଗା ଫୋପଡ଼ା ହୋଇଥିବା ବସ୍ତୁଗୁଡ଼ିକୁ ଏକାଠି କରିବା

ଉଦାହରଣ : କୃଷକ ଏଣେ ତେଣେ ବିଛେଇ ହୋଇଥିବା ଶସ୍ୟକୁ ଗଦାଉଛି

ସମକକ୍ଷ : ଏକତ୍ରିତ କରିବା, ଏକାଠିକରିବା, ଗଦେଇବା, ମନ୍ଦେଇବା

(बिखरी या फैली वस्तुओं को)एक जगह लाना या इकट्ठा करना।

किसान बिखरे अनाज को एकत्रित कर रहा है।
अँजोरना, अंजोरना, इकट्ठा करना, एकत्रित करना, बटोरना, समेटना

Assemble or get together.

Gather some stones.
Pull your thoughts together.
collect, garner, gather, pull together