ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସାଧାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସାଧାରଣ   ବିଶେଷଣ

ଅର୍ଥ : ଅନ୍ୟ କେହି ଯାହାର ସମକକ୍ଷ ନୁହଁନ୍ତି

ଉଦାହରଣ : ଆହା କି ଅନୁପମ ଦୃଶ୍ୟ ସେ ନିଜ ଭିତରେ ନିଜେ ଏକାକୀ

ସମକକ୍ଷ : ଅତୁଳନୀୟ, ଅଦ୍ୱିତୀୟ, ଅନୁପମ, ଅପୂର୍ବ, ଅପ୍ରତିମ, ଏକାକୀ, ନିଆରା, ସ୍ୱୟଂ

Eminent beyond or above comparison.

Matchless beauty.
The team's nonpareil center fielder.
She's one girl in a million.
The one and only Muhammad Ali.
A peerless scholar.
Infamy unmatched in the Western world.
Wrote with unmatchable clarity.
Unrivaled mastery of her art.
matchless, nonpareil, one, one and only, peerless, unmatchable, unmatched, unrivaled, unrivalled

ଅର୍ଥ : ଯାହା ସାମାନ୍ୟ ନୁହେଁ

ଉଦାହରଣ : ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ

ସମକକ୍ଷ : ଅସାମାନ୍ୟ, ଖାସ୍‌, ଗୁରୁତ୍ୱପୂର୍ଣ୍ଣ, ବିଶେଷ, ସ୍ପେସାଲ୍‌

जो सामान्य न हो।

मोहन असामान्य रोग से पीड़ित है।
कोई असामान्य बात हो तो मुझे भी बताओ।
अपसामान्य, असाधारण, असामान्य, ऐसा-वैसा, ख़ास, ख़ासा, खास, खासा, ग़ैरमामूली, गैरमामूली, विशेष, स्पेशल