ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍ୟମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍ୟମୀ   ବିଶେଷ୍ୟ

ଅର୍ଥ : ପରିଶ୍ରମ କରିବା ବ୍ୟକ୍ତି

ଉଦାହରଣ : ପରିଶ୍ରମୀକୁ ଅବଶ୍ୟ ସଫଳତା ମିଳେ

ସମକକ୍ଷ : ଅଦ୍ଧ୍ୟବସାୟୀ, କର୍ମଠ, କର୍ମଶୀଳ, ପରିଶ୍ରମୀ

परिश्रम करने वाला व्यक्ति।

परिश्रमी को अवश्य सफलता मिलती है।
अध्यवसायी, उद्यमी, कर्मठ, कर्मशील, तच्छील, परिश्रमी, पुरुषार्थी, मेहनतकश, मेहनती

One who works strenuously.

toiler

ଅର୍ଥ : ପ୍ରଯତ୍ନ ବା ଉଦ୍ୟମ କରୁଥିବା ବ୍ୟକ୍ତି

ଉଦାହରଣ : ସଚ୍ଚୋଟ ଉଦ୍ୟମୀପାଇଁ କିଛି ବି ଅସମ୍ଭବ ନୁହେଁ

ସମକକ୍ଷ : ଉଦ୍ଯୋକ୍ତା, ଉଦ୍ଯୋଗୀ

प्रयत्न या उद्यम करने वाला व्यक्ति।

सच्चे प्रयासी के लिए कुछ भी असंभव नहीं।
उद्यमी, उद्योगी, प्रयत्नवान, प्रयत्नी, प्रयासी

One who tries.

attempter, essayer, trier

ଉଦ୍ୟମୀ   ବିଶେଷଣ

ଅର୍ଥ : ଯେ ପ୍ରଯତ୍ନ ବା ଚେଷ୍ଟାରେ ଲାଗିରହିଛି ବା ପ୍ରୟାସ କରିବାବାଲା

ଉଦାହରଣ : ଉଦ୍ୟମୀ ବ୍ୟକ୍ତିପାଇଁ କିଛି ଅସମ୍ଭବ ନୁହେଁ

ସମକକ୍ଷ : ଉଦ୍ୟୋଗୀ, ପ୍ରଯତ୍ନଶୀଳ, ପ୍ରୟାସଶୀଳ, ପ୍ରୟାସୀ

जो प्रयत्न या कोशिश में लगा हुआ हो या प्रयास करने वाला।

प्रयत्नशील व्यक्ति के लिए कुछ भी असंभव नहीं।
अमंद, अमन्द, उद्यमशील, उद्यमी, उद्योगी, प्रयत्नवान, प्रयत्नशील, प्रयत्नी, प्रयासरत, प्रयासशील, प्रयासी

Willing to take risks in order to make a profit.

entrepreneurial