ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍ୟୋଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍ୟୋଗୀ   ବିଶେଷ୍ୟ

ଅର୍ଥ : ଉଦ୍ୟୋଗ କରୁଥିବା ବ୍ୟକ୍ତି

ଉଦାହରଣ : ଧୀରୁଭାଇ ଅମ୍ବାନୀ ଜଣେ ପ୍ରସିଦ୍ଧ ଉଦ୍ୟୋଗପତି

ସମକକ୍ଷ : ଉଦ୍ୟୋଗକର୍ତ୍ତା, ଉଦ୍ୟୋଗପତି

उद्यम या उद्योग करने वाला व्यक्ति।

धीरूभाई अंबानी एक प्रसिद्ध उद्योगी थे।
उद्यम कर्ता, उद्यमी, उद्योग कर्ता, उद्योगी

Someone who manages or has significant financial interest in an industrial enterprise.

industrialist

ଉଦ୍ୟୋଗୀ   ବିଶେଷଣ

ଅର୍ଥ : କାମ ଉଦ୍ୟୋଗରେ ଲାଗି ରହିଥିବା ଲୋକ

ଉଦାହରଣ : ମୋ ମାଆ ଜଣେ କାମିକା ମହିଳା

ସମକକ୍ଷ : କାମିକା, ପରିଶ୍ରମୀ

काम या उद्यम में लगा रहनेवाला।

मेरी माँ एक नौकरीशुदा महिला हैं।
अभिक्रांती, अभिक्रान्ती, काम-काजी, कामकाजी, कार्यरत, नौकरीशुदा, वर्किंग

Actively engaged in paid work.

The working population.
The ratio of working men to unemployed.
A working mother.
Robots can be on the job day and night.
on the job, working

ଅର୍ଥ : ଯେ ପ୍ରଯତ୍ନ ବା ଚେଷ୍ଟାରେ ଲାଗିରହିଛି ବା ପ୍ରୟାସ କରିବାବାଲା

ଉଦାହରଣ : ଉଦ୍ୟମୀ ବ୍ୟକ୍ତିପାଇଁ କିଛି ଅସମ୍ଭବ ନୁହେଁ

ସମକକ୍ଷ : ଉଦ୍ୟମୀ, ପ୍ରଯତ୍ନଶୀଳ, ପ୍ରୟାସଶୀଳ, ପ୍ରୟାସୀ

जो प्रयत्न या कोशिश में लगा हुआ हो या प्रयास करने वाला।

प्रयत्नशील व्यक्ति के लिए कुछ भी असंभव नहीं।
अमंद, अमन्द, उद्यमशील, उद्यमी, उद्योगी, प्रयत्नवान, प्रयत्नशील, प्रयत्नी, प्रयासरत, प्रयासशील, प्रयासी

Willing to take risks in order to make a profit.

entrepreneurial