ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
ଉଦାହରଣ : ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
ସମକକ୍ଷ : ଜାଗର, ଜାଗରଣ
किसी उत्सव या पर्व आदि पर सारी रात जागने की क्रिया।
The rite of staying awake for devotional purposes (especially on the eve of a religious festival).
ଅର୍ଥ : ନିଦ ନ ହେବାର ଅବସ୍ଥା
ଉଦାହରଣ : ଅଧିକ ସମୟ ଧରି ଅନିଦ୍ରା ରହିବା କ୍ଷତିକାରକ ହୋଇପାରେ
ସମକକ୍ଷ : ଅନିଦ୍ରା
निद्रा न आने की अवस्था या निद्रा का अभाव।
A temporary state in which you are unable (or unwilling) to sleep.
ଅର୍ଥ : କୌଣସି ଉତ୍ସବ ବା ବିହାର ଆଦିରେ ସାରା ରାତି ଅନିଦ୍ରା ରହି କଟାଇବାର କ୍ରିୟା
ଉଦାହରଣ : ଆଇଆଇଟିରେ ମୂଡଆଇ ଉଜାଗର ବହୁତ ସାଧାରଣ କଥା
ସମକକ୍ଷ : ରାତ୍ରି ଅନିଦ୍ରା
किसी उत्सव या विहार आदि में सारी रात जागकर बिताने की क्रिया।
ଅର୍ଥ : ଚେଇଁବା କ୍ରିୟା ବା ଭାବ
ଉଦାହରଣ : ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
ସମକକ୍ଷ : ଜାଗରଣ
जागने की क्रिया या भाव।
The act of waking.
ସଂସ୍ଥାପନ କରନ୍ତୁ