ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନିଦ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନିଦ୍ରା   ବିଶେଷ୍ୟ

ଅର୍ଥ : ମଣିଷକୁ ନିଦ ଆଦୌ ନହେବା ବା ବେଳେବେଳେ ବହୁତ କମ ହେଉଥିବା ଏକ ରୋଗ

ଉଦାହରଣ : ଅନିଦ୍ରା ପୀଡ଼ିତ ରୋଗୀ ଖଟ ଉପରେ କଡ଼ ବଦଳାଉଥିଲା

ସମକକ୍ଷ : ଉନ୍ନିଦ୍ର

एक रोग जिसमें मनुष्य को नींद बिल्कुल नहीं आती या कभी-कभी और बहुत कम आती है।

अनिद्रा से पीड़ित रोगी खाट पर करवटें बदल रहा था।
अनिद्रा, अनिद्रा रोग, उन्निद्र, उन्निद्र रोग

An inability to sleep. Chronic sleeplessness.

insomnia

ଅର୍ଥ : ନିଦ ନ ହେବାର ଅବସ୍ଥା

ଉଦାହରଣ : ଅଧିକ ସମୟ ଧରି ଅନିଦ୍ରା ରହିବା କ୍ଷତିକାରକ ହୋଇପାରେ

ସମକକ୍ଷ : ଉଜାଗର

निद्रा न आने की अवस्था या निद्रा का अभाव।

अधिक समय तक अनिद्रा का बना रहना घातक हो सकता है।
अनिद्रा, बेदारी

A temporary state in which you are unable (or unwilling) to sleep.

Accept your wakefulness and sleep in its own contrary way is more likely to come.
sleeplessness, wakefulness