ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
ଉଦାହରଣ : ୧୮୫୭ର ଜନଜାଗରଣ ଧୀରେଧୀରେ ଯୁଦ୍ଧର ରୂପନେଲା
ସମକକ୍ଷ : ଜାଗୃତି
किसी वर्ग या जाति की वह अवस्था जिसमें वह गिरी हुई दशा से निकलकर उन्नत होने का प्रयत्न करती है।
ଅର୍ଥ : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
ଉଦାହରଣ : ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
ସମକକ୍ଷ : ଉଜାଗର, ଜାଗର
किसी उत्सव या पर्व आदि पर सारी रात जागने की क्रिया।
The rite of staying awake for devotional purposes (especially on the eve of a religious festival).
ଅର୍ଥ : ଚେଇଁବା କ୍ରିୟା ବା ଭାବ
ଉଦାହରଣ : ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
ସମକକ୍ଷ : ଉଜାଗର
जागने की क्रिया या भाव।
The act of waking.
ସଂସ୍ଥାପନ କରନ୍ତୁ