ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚ୍ଚାରଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଚ୍ଚାରଣ କରିବା   କ୍ରିୟାପଦ

ଅର୍ଥ : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା

ଉଦାହରଣ : ସୀମା ‘ଡ’ କୁ ‘ର’ କହେ

ସମକକ୍ଷ : ଉଚ୍ଚାରିବା, କହିବା, ବୋଲିବା

मुँह से व्यक्त और स्पष्ट भाषिक ध्वनि निकालना।

सीमा ड़ को र बोलती है।
अरंभना, अरम्भना, आखना, उचरना, उचारना, उच्चरना, उच्चारण करना, उच्चारना, कहना, बोलना

Use language.

The baby talks already.
The prisoner won't speak.
They speak a strange dialect.
speak, talk

ଅର୍ଥ : ଲେଖାହୋଇଥିବା ଶବ୍ଦକୁ ଉଚ୍ଚାରଣ କରିବା

ଉଦାହରଣ : ମୋହିତ ନିଜ ବାପାଙ୍କ ଚିଠି ପଢ଼ୁଅଛି

ସମକକ୍ଷ : ପଢ଼ିବା

लेख या लिखावट के शब्दों का उच्चारण करना।

मोहित अपने पिता का पत्र पढ़ रहा है।
उचरना, पढ़ना, बाँचना

Interpret something that is written or printed.

Read the advertisement.
Have you read Salman Rushdie?.
read