ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଚ୍ଛା ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଚ୍ଛା ହେବା   କ୍ରିୟାପଦ

ଅର୍ଥ : କୌଣସି କଥା କିମ୍ବା ବସ୍ତୁ ଇତ୍ୟାଦି ପ୍ରାପ୍ତି ଆଡ଼କୁ ଧ୍ୟାନ ଯିବା

ଉଦାହରଣ : ମୋର କିଛି ଖାଇବାପାଇଁ ଇଚ୍ଛା ହେଉଛି

ସମକକ୍ଷ : ଅଭିଳାଷ କରିବା, ଚାହିଁବା, ମନ ହେବା

किसी बात या वस्तु आदि की प्राप्ति की ओर ध्यान जाना।

मुझे कुछ खाने की इच्छा है।
अभिलाखना, अभिलाषा होना, आखना, इच्छा होना, चाहना, बाँछना, मन होना

Prefer or wish to do something.

Do you care to try this dish?.
Would you like to come along to the movies?.
care, like, wish

ଅର୍ଥ : ଇଚ୍ଛା କରିବା ବା କାମନା‌ କରିବା

ଉଦାହରଣ : ଚପରାଶୀ ଘରକୁ ଯିବାକୁ ଇଚ୍ଛା କରୁଛି

ସମକକ୍ଷ : ଇଚ୍ଛା କରିବା, କାମନା‌ କରିବା, ବାଞ୍ଛା କରିବା, ମନ କରିବା, ମନହେବା

इच्छा करना या कामना करना।

चपरासी घर जाने की इच्छा कर रहा है।
अहकना, इच्छना, इच्छा करना, इच्छा रखना, ईछना, ईठना, कामना करना, मन करना