ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନହେବା   କ୍ରିୟାପଦ

ଅର୍ଥ : ଇଚ୍ଛା କରିବା ବା କାମନା‌ କରିବା

ଉଦାହରଣ : ଚପରାଶୀ ଘରକୁ ଯିବାକୁ ଇଚ୍ଛା କରୁଛି

ସମକକ୍ଷ : ଇଚ୍ଛା କରିବା, ଇଚ୍ଛା ହେବା, କାମନା‌ କରିବା, ବାଞ୍ଛା କରିବା, ମନ କରିବା

इच्छा करना या कामना करना।

चपरासी घर जाने की इच्छा कर रहा है।
अहकना, इच्छना, इच्छा करना, इच्छा रखना, ईछना, ईठना, कामना करना, मन करना

ଅର୍ଥ : କୌଣସି କାମ କରିବାପାଇଁ ଇଚ୍ଛା ଓ ବିଚାର କରିବା

ଉଦାହରଣ : ଆସନ୍ତା ବର୍ଷ ବିଦେଶ ଯିବାର ଯୋଜନା ରହିଛି

ସମକକ୍ଷ : ଇଚ୍ଛା କରିବା, ଉଦ୍ଦେଶ୍ୟ ରହିବା, ଯୋଜନା ରହିବା

* किसी काम को करने की इच्छा और विचार रखना।

अगले साल विदेश जाने का इरादा है।
इरादा होना, विचार होना

Have the will and intention to carry out some action.

He plans to be in graduate school next year.
The rebels had planned turmoil and confusion.
be after, plan