ଅର୍ଥ : ଇଂରେଜମାନଙ୍କ ଭାଷା ଯାହା ବ୍ରିଟେନ ସହିତ ଅନ୍ୟ କେତେକ ଦେଶର ମଧ୍ୟ ରାଷ୍ଟ୍ରଭାଷାରୂପେ ପ୍ରଚଳିତ ହେଉଛି
ଉଦାହରଣ :
ସେ ହିନ୍ଦୀ ସହିତ ଇଂରେଜୀ ମଧ୍ୟ କହିପାରନ୍ତି
ସମକକ୍ଷ : ଅଙ୍ଗ୍ରେଜୀ, ଇଂଗ୍ରେଜୀ, ଇଂଗ୍ଲିଶ, ଇଂରେଜୀଭାଷା
ଅର୍ଥ : ଇଂରେଜ ଭଳି ରଙ୍ଗଢଙ୍ଗ
ଉଦାହରଣ :
ଏଥିରେ ଇଂରେଜୀ ଗୀତିବାଦ୍ୟ ଚାଲୁଛି