ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଂଗ୍ରେଜୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଂଗ୍ରେଜୀ   ବିଶେଷ୍ୟ

ଅର୍ଥ : ଯେଉଁ ବିଷୟରେ ଇଂରାଜୀ ଭାଷା ଓ ତାର ସାହିତ୍ୟ, ବ୍ୟାକରଣ ଆଦି ଅଧ୍ୟୟନ କରାଯାଏ

ଉଦାହରଣ : ସେ ଶ୍ରେଣୀରେ ଇଂରାଜୀ ପଢ଼ାନ୍ତି

ସମକକ୍ଷ : ଇଂଗ୍ଲିଶ୍, ଇଂରାଜୀ

वह विषय जिसमें अंग्रेजी भाषा और उसके साहित्य, व्याकरण आदि का अध्ययन किया जाता है।

वह कक्षा एक से ही अंग्रेजी पढ़ता है।
अँगरेजी, अंगरेजी, अंग्रेज़ी, अंग्रेजी

The discipline that studies the English language and literature.

english

ଅର୍ଥ : ଇଂରେଜମାନଙ୍କ ଭାଷା ଯାହା ବ୍ରିଟେନ ସହିତ ଅନ୍ୟ କେତେକ ଦେଶର ମଧ୍ୟ ରାଷ୍ଟ୍ରଭାଷାରୂପେ ପ୍ରଚଳିତ ହେଉଛି

ଉଦାହରଣ : ସେ ହିନ୍ଦୀ ସହିତ ଇଂରେଜୀ ମଧ୍ୟ କହିପାରନ୍ତି

ସମକକ୍ଷ : ଅଙ୍ଗ୍ରେଜୀ, ଇଂଗ୍ଲିଶ, ଇଂରେଜୀ, ଇଂରେଜୀଭାଷା

अँग्रेजों की भाषा जो ब्रिटेन के साथ ही साथ कई अन्य देशों की राजभाषा है।

वह हिंदी के साथ-साथ अंग्रेजी भी बोल लेता है।
अँगरेजी, अँगरेजी भाषा, अंगरेजी, अंगरेजी भाषा, अंग्रेज़ी, अंग्रेज़ी भाषा, अंग्रेजी, अंग्रेजी भाषा, इंगलिश, इङ्गलिश

An Indo-European language belonging to the West Germanic branch. The official language of Britain and the United States and most of the commonwealth countries.

english, english language