ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗ୍ରେଜୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗ୍ରେଜୀ   ବିଶେଷ୍ୟ

ଅର୍ଥ : ଇଂରେଜମାନଙ୍କ ଭାଷା ଯାହା ବ୍ରିଟେନ ସହିତ ଅନ୍ୟ କେତେକ ଦେଶର ମଧ୍ୟ ରାଷ୍ଟ୍ରଭାଷାରୂପେ ପ୍ରଚଳିତ ହେଉଛି

ଉଦାହରଣ : ସେ ହିନ୍ଦୀ ସହିତ ଇଂରେଜୀ ମଧ୍ୟ କହିପାରନ୍ତି

ସମକକ୍ଷ : ଇଂଗ୍ରେଜୀ, ଇଂଗ୍ଲିଶ, ଇଂରେଜୀ, ଇଂରେଜୀଭାଷା

अँग्रेजों की भाषा जो ब्रिटेन के साथ ही साथ कई अन्य देशों की राजभाषा है।

वह हिंदी के साथ-साथ अंग्रेजी भी बोल लेता है।
अँगरेजी, अँगरेजी भाषा, अंगरेजी, अंगरेजी भाषा, अंग्रेज़ी, अंग्रेज़ी भाषा, अंग्रेजी, अंग्रेजी भाषा, इंगलिश, इङ्गलिश

An Indo-European language belonging to the West Germanic branch. The official language of Britain and the United States and most of the commonwealth countries.

english, english language