ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆସାମ ରାଜ୍ୟର ନିବାସୀ
ଉଦାହରଣ : କେତେକ ଅସମିଆ ମୋର ଭଲ ବନ୍ଧୁ
असम का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
Native or inhabitant of the state of Assam in northeastern India.
ଅର୍ଥ : ଯାହା ଆସାମ ସମ୍ବନ୍ଧୀୟ ବା ଆସାମର
ଉଦାହରଣ : ମୋର ଜେଜେ ବହୁତ ବର୍ଷ ଆସାମରେ କଟାଇଛନ୍ତି ତେଣୁ ତାଙ୍କର ଅସମିଆ ସଂସ୍କୃତିରେ ଭଲ ଜ୍ଞାନ ରହିଛି
ସମକକ୍ଷ : ଆସାମୀ
जो असम का या वहाँ के निवासी, भाषा, संस्कृति इत्यादि से संबंधित हो।
ସଂସ୍ଥାପନ କରନ୍ତୁ