ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରୋହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରୋହୀ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ଉପରକୁ ଚଢ଼ନ୍ତି

ଉଦାହରଣ : ପର୍ବତ ଆରୋହୀମାନଙ୍କପାଇଁ ସ୍ଥାନେସ୍ଥାନେ ଆଶ୍ରୟ ସ୍ଥଳ ନିର୍ମିତ ହୋଇଛି

ସମକକ୍ଷ : ଆରୋହକ

चढ़ने वाला व्यक्ति।

आरोहियों के लिए जगह-जगह पड़ाव बनाए गए हैं।
अरोही, आरोहक, आरोही, आस्थाता

ଅର୍ଥ : ସଙ୍ଗୀତର ଯେଉଁ ସ୍ବର ଷଡଜରୁ ନିଷାଦ ପର୍ଯ୍ୟନ୍ତ ଉତ୍ତରୋତ୍ତର ଉଠେ

ଉଦାହରଣ : ଆଜି ଆମକୁ ଗୁରୁଦେବ ଆରୋହୀ ଶିଖାଇଲେ

ସମକକ୍ଷ : ଆରୋହୀ ସ୍ବର

संगीत में वह स्वर जो षडज से निषाद तक उत्तरोत्तर उठता जाय।

आज हमें गुरुजी ने आरोही सिखाया।
आरोही, आरोही स्वर

ଅର୍ଥ : ଯେଉଁ ବ୍ୟକ୍ତି ଗାଡ଼ିରେ ଚଢ଼ିଥାଏ

ଉଦାହରଣ : ଯାତ୍ରୀ ନ ଥିବା କାରଣରୁ ଗାଡ଼ି ଖାଲି ଯାଉଥିଲା

ସମକକ୍ଷ : ଯାତ୍ରୀ

वह व्यक्ति जो सवार हो।

सवारी नहीं मिलने के कारण गाड़ी खाली लौट आई।
असवारी, सवारी

A traveler riding in a vehicle (a boat or bus or car or plane or train etc) who is not operating it.

passenger, rider

ଅର୍ଥ : କୌଣସି ଘୋଡ଼ା, ଗାଡ଼ି ବା ବାହାନ ଉପରେ ଚଢ଼ିଥିବା ବ୍ୟକ୍ତି

ଉଦାହରଣ : ଯୁଦ୍ଧ କାରଣରୁ କେତେ ଆରୋହୀ ବୀର ଗତି ପାଇଗଲେ

ସମକକ୍ଷ : ସବାର

वह जो किसी घोड़े, गाड़ी या वाहन पर चढ़ा हुआ हो।

युद्ध के दौरान कितने ही आरोही वीर-गति को प्राप्त हो गये।
अरोही, असवार, आरोही, सवार

A traveler who actively rides an animal (as a horse or camel).

rider

ଆରୋହୀ   ବିଶେଷଣ

ଅର୍ଥ : ଉପରକୁ ଚଢ଼ୁଥିବା ବ୍ୟକ୍ତି

ଉଦାହରଣ : ସେମାନେ ଏହି ଆରୋହୀ ଦଳର ନେତୃତ୍ୱ ନେଉଛନ୍ତି

ସମକକ୍ଷ : ଆରୋହକ

चढ़ने वाला।

वे इस आरोही दल की अगुवाई कर रहे हैं।
अरोही, आरोहक, आरोही

Advancing or becoming higher or greater in degree or value or status.

A rising trend.
A rising market.
rising

ଅର୍ଥ : କୌଣସି ଜିନିଷ ଉପରେ ଚଢ଼ିବା ବା ବସିବା

ଉଦାହରଣ : ସାଇକେଲରୁ ଆରୋହଣକାରୀ ପଡ଼ିଗଲା

ସମକକ୍ଷ : ଆରୋହଣକାରୀ

किसी चीज़ पर चढ़ा या बैठा हुआ।

साइकिल पर सवार व्यक्ति गिर पड़ा।
अध्यारूढ़, अरूढ़, आरूढ़, आरोहित, रूढ़, सवार