ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରୋହକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରୋହକ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ଉପରକୁ ଚଢ଼ନ୍ତି

ଉଦାହରଣ : ପର୍ବତ ଆରୋହୀମାନଙ୍କପାଇଁ ସ୍ଥାନେସ୍ଥାନେ ଆଶ୍ରୟ ସ୍ଥଳ ନିର୍ମିତ ହୋଇଛି

ସମକକ୍ଷ : ଆରୋହୀ

चढ़ने वाला व्यक्ति।

आरोहियों के लिए जगह-जगह पड़ाव बनाए गए हैं।
अरोही, आरोहक, आरोही, आस्थाता

ଆରୋହକ   ବିଶେଷଣ

ଅର୍ଥ : ଉପରକୁ ଚଢ଼ୁଥିବା ବ୍ୟକ୍ତି

ଉଦାହରଣ : ସେମାନେ ଏହି ଆରୋହୀ ଦଳର ନେତୃତ୍ୱ ନେଉଛନ୍ତି

ସମକକ୍ଷ : ଆରୋହୀ

चढ़ने वाला।

वे इस आरोही दल की अगुवाई कर रहे हैं।
अरोही, आरोहक, आरोही

Advancing or becoming higher or greater in degree or value or status.

A rising trend.
A rising market.
rising