ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରୋପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରୋପ   ବିଶେଷ୍ୟ

ଅର୍ଥ : ଅଧିକାରପୂର୍ବକ କାହା ଉପରେ କୌଣସି ଖଜଣା ବା ଶୁଳ୍କ ଲଗାଇବାର କ୍ରିୟା

ଉଦାହରଣ : ସରକାରୀ ଆରୋପଣରୁ ରକ୍ଷାପାଇବାପାଇଁ ଉପାୟ କଣ ?

ସମକକ୍ଷ : ଆରୋପଣ

अधिकारपूर्वक किसी पर कोई कर या शुल्क लगाने की क्रिया।

सरकारी आरोपण से बचने के क्या उपाय हैं?
आरोप, आरोपण

ଅର୍ଥ : କେହି ଜଣେ ଅନୁଚିତ, ଦଣ୍ଡନୀୟ ବା ନିୟମ ବିରୁଦ୍ଧ କାର୍ଯ୍ୟ କରିଛି ବୋଲି କହିବା

ଉଦାହରଣ : ଭ୍ରଷ୍ଟାଚାର ଆରୋପରେ ତାକୁ ନିଲମ୍ବିତ କରାଯାଇଛି

ସମକକ୍ଷ : ଅଭିଯୋଗ, ଆକ୍ଷେପ

किसी के विषय में यह कहने की क्रिया कि अमुक ने अनुचित, दंडनीय या नियम-विरुद्ध कार्य किया है।

भ्रष्टाचार के आरोप में उसे निलंबित किया गया है।
अभियोग, आक्षेप, आरोप, आरोपण, इलज़ाम, इलजाम, इल्ज़ाम, इल्जाम

Statements affirming or denying certain matters of fact that you are prepared to prove.

allegation, allegement