ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରୋପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରୋପଣ   ବିଶେଷ୍ୟ

ଅର୍ଥ : ଅଧିକାରପୂର୍ବକ କାହା ଉପରେ କୌଣସି ଖଜଣା ବା ଶୁଳ୍କ ଲଗାଇବାର କ୍ରିୟା

ଉଦାହରଣ : ସରକାରୀ ଆରୋପଣରୁ ରକ୍ଷାପାଇବାପାଇଁ ଉପାୟ କଣ ?

ସମକକ୍ଷ : ଆରୋପ

अधिकारपूर्वक किसी पर कोई कर या शुल्क लगाने की क्रिया।

सरकारी आरोपण से बचने के क्या उपाय हैं?
आरोप, आरोपण

ଅର୍ଥ : କୌଣସି ସ୍ଥାନରୁ ଗଛଲତା ଓପାଡି ଆଣି ଅନ୍ୟ ସ୍ଥାନରେ ଲଗାଇବାର ପ୍ରକ୍ରିୟା

ଉଦାହରଣ : ବର୍ଷାକାଳ ଆରୋପଣ କରିବାର ସବୁଠାରୁ ଭଲ ସମୟ

ସମକକ୍ଷ : ରୋପଣ

कही से कोई पेड़-पौधा उखाड़कर अन्य स्थान पर लगाने की क्रिया।

वर्षाकाल आरोपण का सबसे अच्छा समय है।
आरोप, आरोपण

The act of removing something from one location and introducing it in another location.

The transplant did not flower until the second year.
Too frequent transplanting is not good for families.
She returned to Alabama because she could not bear transplantation.
transplant, transplantation, transplanting

ଅର୍ଥ : ସ୍ଥାପିତ କରିବାର କ୍ରିୟା

ଉଦାହରଣ : କୃତ୍ରିମ ଅଙ୍ଗର ଆରୋପଣଯୋଗୁଁ କେତେକ ବିକଳାଙ୍ଗଙ୍କୁ ସୁବିଧା ମିଳିଛି

ସମକକ୍ଷ : ସ୍ଥାପନ

ଅର୍ଥ : ଊତକରେ କୌଣସି କୃତ୍ରିମ ଅଙ୍ଗକୁ ସ୍ଥାୟୀ ରୂପରେ ବସାଇବା ବା ଲଗାଇବାର କ୍ରିୟା

ଉଦାହରଣ : ଆଜିକାଲି ଆଖିରେ ଲେନ୍ସର ଆରୋପଣ ସହଜ ହୋଇଯାଇଛି

ସମକକ୍ଷ : ଅଙ୍ଗ ଆରୋପଣ, ଅଙ୍ଗାରୋପଣ, ଇଂପ୍ଲାଂଟ, ଇମ୍ପ୍ଲାଣ୍ଟ

ऊतक में किसी कृत्रिम अंग को स्थाई रूप से बैठाने या लगाने की क्रिया।

आजकल आँख में लेंस का आरोपण आसान हो गया है।
अंग आरोपण, अंगारोपण, आरोपण, इंप्लांट करना, इंप्लैंट करना, इम्प्लांट करना, इम्प्लान्ट करना, इम्प्लैन्ट करना

A surgical procedure that places something in the human body.

The implantation of radioactive pellets in the prostate gland.
implantation