ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ବଣରେ ରହେ
ଉଦାହରଣ : ବଣୁଆ ଜନ୍ତୁମାନଙ୍କୁ ହତ୍ୟା କରିବା ଆଇନ୍ ଅନୁସାରେ ଅପରାଧ
ସମକକ୍ଷ : ଆଟବିକ, ଆରଣ୍ୟ, ଜଙ୍ଗଲୀ, ବନ୍ୟ
वन में रहने वाला।
ଅର୍ଥ : ଜଙ୍ଗଲ ସଂବନ୍ଧୀୟ କିମ୍ବା ଜଙ୍ଗଲର
ଉଦାହରଣ : ତାକୁ ଜଙ୍ଗଲୀ ଜୀବନ ବିଷୟରେ କିଛିବି ଜଣାନାହିଁ
ସମକକ୍ଷ : ଆରଣ୍ୟକ, ଜଙ୍ଗଲୀ, ବନ୍ୟ
जंगल संबंधी या जंगल का।
Relating to or characteristic of wooded regions.
ଅର୍ଥ : ଯେଉଁଠି ଜଙ୍ଗଲ ଅଛି
ଉଦାହରଣ : କିଛି ଆଦିବାସୀ ଜାତି ଜଙ୍ଗଲିଆ ସ୍ଥାନରେ ବାସ କରନ୍ତି
ସମକକ୍ଷ : ଜଙ୍ଗଲିଆ, ଜଙ୍ଗଲୀ
जिसमें जंगल हों।
Covered with forest.
ଅର୍ଥ : ନିଜେ ନିଜେ ଅଙ୍କୁରିତ ହେବା
ଉଦାହରଣ : ମୋ ଜମିରେ ଜଙ୍ଗଲୀ ଛୋଟ ଗଛଗୁଡ଼ିକ ଆପେ ଆପେ ଅଙ୍କୁରିତ ହୋଇଛି
ସମକକ୍ଷ : ଜଙ୍ଗଲୀ
अपने-आप उगने वाला।
ସଂସ୍ଥାପନ କରନ୍ତୁ