ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବେଦକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବେଦକ   ବିଶେଷ୍ୟ

ଅର୍ଥ : ପ୍ରାର୍ଥନାକାରୀ ବା ଦରଖାସ୍ତ କରିଥିବା ବ୍ୟକ୍ତି

ଉଦାହରଣ : ଚାରି ଜାନୁଆରୀରେ ଆବେଦକ ନ୍ୟାୟାଳୟରେ ଉପସ୍ଥିତ ହେବା ଆବଶ୍ୟକ

ସମକକ୍ଷ : ଦରଖାସ୍ତକାରୀ, ପ୍ରାର୍ଥୀ

याचिका या अर्ज़ी करने वाला व्यक्ति।

याचिकाकर्ता को चार जनवरी को अदालत में उपस्थित होना आवश्यक है।
याचिकाकर्ता

Someone who petitions a court for redress of a grievance or recovery of a right.

petitioner, suer

ଅର୍ଥ : ଯେ ଆବଦନ କରିଛି

ଉଦାହରଣ : ଏହି ପଦ ନିମନ୍ତେ ଶହେ କୋଡ଼ିଏ ଜଣ ଆବେଦକ ଆବେଦନ ପତ୍ର ଦାଖଲ କରିଛନ୍ତି

ସମକକ୍ଷ : ଆବେଦନ କର୍ତ୍ତା

वह जिसने आवेदन किया हो।

इस पद के लिए सैकड़ों आवेदकों ने आवेदन-पत्र भरा है।
आवेदक, आवेदन कर्ता, आवेदन कर्त्ता, आवेदी

A person who requests or seeks something such as assistance or employment or admission.

applicant, applier

ଅର୍ଥ : ପ୍ରାର୍ଥନା ବା ଆବେଦନ କରୁଥିବା ବ୍ୟକ୍ତି

ଉଦାହରଣ : ସମସ୍ତ ପ୍ରାର୍ଥୀଙ୍କ ଦରଖାସ୍ତ ଗ୍ରହଣ କରାଯିବ ନାହିଁ

ସମକକ୍ଷ : ପ୍ରାର୍ଥନାକାରୀ, ପ୍ରାର୍ଥୀ

प्रार्थना या आवेदन करनेवाला व्यक्ति।

सभी प्रार्थियों के प्रार्थना-पत्र नहीं स्वीकारे जायेंगे।
अभ्यर्थी, अर्थिक, निवेदक, प्रार्थना कर्ता, प्रार्थी, फरियादी, याची

One praying humbly for something.

A suppliant for her favors.
petitioner, requester, suppliant, supplicant

ଆବେଦକ   ବିଶେଷଣ

ଅର୍ଥ : ଯେ ଆବେଦନ କରିଛି

ଉଦାହରଣ : ପରିଚାଳକ ଆବେଦନକାରୀମାନଙ୍କୁ ଆଜି ସାକ୍ଷାତ ପାଇଁ ଡାକିଛନ୍ତି

ସମକକ୍ଷ : ଆବେଦନକର୍ତ୍ତା, ଆବେଦନକାରୀ

जिसने आवेदन किया हो।

प्रबंधक ने आवेदक व्यक्तियों को आज साक्षात्कार के लिए बुलाया है।
आवेदक, आवेदन कर्ता, आवेदन कर्त्ता, आवेदी