ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବିଷ୍କାର କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବିଷ୍କାର କରିବା   କ୍ରିୟାପଦ

ଅର୍ଥ : କୌଣସି ନୂଆ ବସ୍ତୁ ତିଆରି କରିବା ବା ନୂଆ କଥା ଖୋଜି ବାହାରକରିବା

ଉଦାହରଣ : ଟାଟା କାରର ଚାରିଟା ନୂଆ ମଡ଼େଲ ବାହାରିଛି

ସମକକ୍ଷ : ବାହାର କରିବା

कोई नई वस्तु तैयार होना या नई बात का पता चलना।

टाटा से कार के चार नए मॉडल निकले हैं।
आविष्कृत करना, निकलना

Make something new, such as a product or a mental or artistic creation.

Her company developed a new kind of building material that withstands all kinds of weather.
They developed a new technique.
develop

ଅର୍ଥ : ଏଭଳି କୌଣସି ବସ୍ତୁ ତିଆରି କରିବା କିମ୍ବା ନୂଆ କଥା ବାହାର କରିବା ଯାହା କେହି ପ୍ରଥମେ ଜାଣି ନଥାନ୍ତି

ଉଦାହରଣ : ଏଡିସନ୍‌ ବିଜୁଳୀ ଆବିଷ୍କାର କରିଥିଲେ

ସମକକ୍ଷ : ଉଦ୍ଭାବନ କରିବା, ଖୋଜି ବାହାର କରିବା, ବାହାର କରିବା

कोई ऐसी नयी वस्तु तैयार करना या नई बात ढूँढ़ निकालना जो पहले किसी को मालूम न रही हो।

एडीसन ने बिजली का आविष्कार किया।
आज-कल के वैज्ञानिक नित्य नये यंत्र या सिद्धांत निकालते रहते हैं।
आविष्कार करना, आविष्कृत करना, ईज़ाद करना, ईजाद करना, निकालना

Come up with (an idea, plan, explanation, theory, or principle) after a mental effort.

Excogitate a way to measure the speed of light.
contrive, devise, excogitate, forge, formulate, invent