ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ରାଜ୍ୟ ବା ରାଷ୍ଟ୍ରର ସର୍ବପ୍ରଧାନ ସରକାର ବା ଶାସନସତ୍ତା ଯାହାର ମୁଖ୍ୟସ୍ଥାନ ସେହି ରାଜଧାନୀରେ ହୋଇଥାଏ ଏବଂ ଯାହା ସେଠାରୁ ସାରାଦେଶଉପରେ ଶାସନ କରିଥାଏ
ଉଦାହରଣ : ଦଳୀୟବାଦରୁ ଉପରକୁ ଉଠି କେନ୍ଦ୍ରସରକାର ସବୁ ରାଜ୍ୟର ସରକାରଙ୍କୁ ସାହାଯ୍ୟ କରିବା ଆବଶ୍ୟକ
किसी राज्य या राष्ट्र की वह सर्वप्रधान सरकार या शासन सत्ता जिसका प्रमुख स्थान उसकी राजधानी में होता है और जो वहाँ से सारे देश पर शासन करती है।
A government with strong central powers.
ଅର୍ଥ : ଯାହା କାମରେ ଲାଗେ ବା ଯାହାର ଉପଯୋଗ କରାଯାଏ
ଉଦାହରଣ : ଗୁଡ଼ିଆ ମିଠେଇ ତିଆରିପାଇଁ ଆବଶ୍ୟକ ଜିନିଷର ତାଲିକା କଲା
ସମକକ୍ଷ : ଆବଶ୍ୟକୀୟ, ଉପଯୋଗୀ, ଦରକାରୀ, ବ୍ୟବହୃତ
जो काम में लाया गया हो या जिसका उपयोग किया गया हो।
Put to use.
ଅର୍ଥ : ଯାହାକୁ ନେବା, ରଖିବା ବା ମାନିବା ଏକାନ୍ତ ଆବଶ୍ୟକ
ଉଦାହରଣ : ପଞ୍ଚମ ପ୍ରଶ୍ନଟି ଅନିର୍ବାଯ୍ୟ
ସମକକ୍ଷ : ଅନିର୍ବାଯ୍ୟ, ନିଶ୍ଚିତ
जिसे लेना,रखना या मानना बिलकुल आवश्यक हो।
Required by rule.
ସଂସ୍ଥାପନ କରନ୍ତୁ