ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ତବ୍ୟସ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ତବ୍ୟସ୍ତ   ବିଶେଷ୍ୟ

ଅର୍ଥ : ଓଲଟପାଲଟ କରିବା କାମ ବା ଭାବ

ଉଦାହରଣ : ହନୁମାନ ଲଙ୍କାକୁ ଓଲଟପାଲଟ କରିଦେଲେ

ସମକକ୍ଷ : ଆନ୍ଦୋଳିତ, ଓଲଟପାଲଟ

क्रम बदलने या उलटने पलटने की क्रिया या भाव।

आलमारी के सारे कपड़े उलट-पुलट कर रख दिए
छत्तीसगढ़ में राजनैतिक उथल-पुथल के आसार नज़र आ रहे हैं।
अफरा-तफरी, अफरातफरी, अफ़रा-तफ़री, अफ़रातफ़री, उथल पुथल, उथल-पुथल, उथलपुथल, उलट-पलट, उलट-पुलट, उलट-फेर, उलटपलट, उलटपुलट, उलटफेर, रद्दोबदल

A disturbance of the peace or of public order.

disorder

ଅସ୍ତବ୍ୟସ୍ତ   ବିଶେଷଣ

ଅର୍ଥ : ଯାହା ଏଣେତେଣେ ବିଛେଇ ହୋଇଛି ବା ହୋଇଯାଇଛି

ଉଦାହରଣ : ଛିନଛତ୍ର ହୋଇଯାଇଥିବା ଭିଡ଼କୁ ପଂକ୍ତିବଦ୍ଧ ହେବାପାଇଁ କୁହାଗଲା

ସମକକ୍ଷ : ଛିନ୍ନଛତ୍ର, ଛିନ୍ନଭିନ୍ନ

जो इधर-उधर फैला हुआ हो या हो गया हो।

तितर-बितर भीड़ को पंक्तिबद्ध होने के लिए कहा गया।
अव्यवस्थित, अस्त-व्यस्त, अस्तव्यस्त, छिन्न-भिन्न, तितर-बितर, बेतरतीब