ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଜ୍ଞାଚକ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଜ୍ଞାଚକ୍ର   ବିଶେଷ୍ୟ

ଅର୍ଥ : ତନ୍ତ୍ରାନୁସାରେ ସୁଷୁମ୍ନା ନାଡୀର ମଝିରେ ଥିବା ଦୁଇ ଭୃକୁଟିର ମଧ୍ୟସ୍ଥ ବିନ୍ଦୁ

ଉଦାହରଣ : ଆଜ୍ଞାଚକ୍ରକୁ ଦୁଇ ଦଳ ପଦ୍ମର ଆକାର ବୋଲି ଗ୍ରହଣ କରାଯାଏ ଏବଂ ଧ୍ୟାନ ଅବସ୍ଥାରେ ତାହାରି ଉପରେ ଧ୍ୟାନ କେନ୍ଦିତ କରାଯାଏ

ସମକକ୍ଷ : ଶିବନେତ୍ର

तंत्र के अनुसार सुषुम्ना नाड़ी के बीचोंबीच दोनों भौंहों के बीच का बिन्दु।

आज्ञाचक्र को दो दलों के कमल के आकार का माना जाता है और ध्यानावस्था में इसी पर ध्यान केंद्रित किया जाता है।
आज्ञा चक्र, आज्ञा-चक्र, आज्ञाचक्र, शिवनेत्र