ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଚ୍ଛାଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଚ୍ଛାଦନ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ

ଉଦାହରଣ : ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ

ସମକକ୍ଷ : ଆଚ୍ଛାଦକ ବସ୍ତୁ, ଆବରଣ, ଘୋଡ଼ଣୀ

वह वस्तु जिससे किसी वस्तु आदि को आच्छादित किया जाए या ढकने की वस्तु।

आच्छाद से वस्तुएँ सुरक्षित रहती हैं।
अंतःपट, अंतर्पट, अन्तःपट, अन्तर्पट, अपटी, अपवारण, अपिधान, अबरन, अभिवास, अभिवासन, अवरण, अश्मंतक, अश्मन्तक, आच्छाद, आच्छादक वस्तु, आच्छादन, आटोप, आवरण, आस्तर, उच्छादन, कवच, छद, छाजन, तिरस्क्रिया

An artifact that covers something else (usually to protect or shelter or conceal it).

covering

ଅର୍ଥ : ଘୋଡାଇବା ବା ଲୁଚାଇବା କ୍ରିୟା

ଉଦାହରଣ : ସହଜ ସ୍ବଭାବର ଆଚ୍ଛାଦନ ବି ଏତେ ସହଜହୋଇନଥାଏ

ସମକକ୍ଷ : ଅବଗୁଣ୍ଠନ, ଆବୃତକରଣ, ଆବେଷ୍ଟନ, ଢାଙ୍କିବା, ଲୁଚାଇବା

ढकने या छिपाने की क्रिया।

सहज स्वभाव का आच्छादन इतना सहज भी नहीं होता है।
अपदेश, अवगुंठन, अवगुण्ठन, अवच्छद, आच्छादन, आवेष्टन, छिपाना, ढकना, तोपना

The act of concealing the existence of something by obstructing the view of it.

The cover concealed their guns from enemy aircraft.
cover, covering, masking, screening

ଅର୍ଥ : ଢାଙ୍କିବାର ବସ୍ତ୍ର

ଉଦାହରଣ : ଆପଣଙ୍କ ପୂଜାଥାଳିର ଘୋଡଣୀ ଅତି ସୁନ୍ଦର

ସମକକ୍ଷ : ଘୋଡଣୀ

ढाँकने का वस्त्र।

आपकी पूजा की थाली का आच्छद बहुत सुंदर है।
आच्छद