ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବଗୁଣ୍ଠନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବଗୁଣ୍ଠନ   ବିଶେଷ୍ୟ

ଅର୍ଥ : ବସ୍ତ୍ର ମଧ୍ୟରେ ତର୍ଜନୀ ଅଙ୍ଗୁଳି ବୁଲାଇ ଆକର୍ଷିତ କରିବାର ମୁଦ୍ରା ଦେଖାଇବାର କ୍ରିୟା

ଉଦାହରଣ : ଏହି ଚିତ୍ରରେ ରାଧାଙ୍କର ଅବଗୁଣ୍ଠନ ମୁଦ୍ରା ଅତିମନୋରମ

ସମକକ୍ଷ : ଅବଗୁଣ୍ଠନମୁଦ୍ରା

घूँघट को तर्जनी अंगुली से घुमाकर आकर्षित करने वाली मुद्रा में देखने की क्रिया।

इस तस्वीर में राधा की अवगुंठनमुद्रा अतिमनोरम है।
अवगुंठन-मुद्रा, अवगुंठनमुद्रा, अवगुण्ठन-मुद्रा, अवगुण्ठनमुद्रा

ଅର୍ଥ : ଘୋଡାଇବା ବା ଲୁଚାଇବା କ୍ରିୟା

ଉଦାହରଣ : ସହଜ ସ୍ବଭାବର ଆଚ୍ଛାଦନ ବି ଏତେ ସହଜହୋଇନଥାଏ

ସମକକ୍ଷ : ଆଚ୍ଛାଦନ, ଆବୃତକରଣ, ଆବେଷ୍ଟନ, ଢାଙ୍କିବା, ଲୁଚାଇବା

ढकने या छिपाने की क्रिया।

सहज स्वभाव का आच्छादन इतना सहज भी नहीं होता है।
अपदेश, अवगुंठन, अवगुण्ठन, अवच्छद, आच्छादन, आवेष्टन, छिपाना, ढकना, तोपना

The act of concealing the existence of something by obstructing the view of it.

The cover concealed their guns from enemy aircraft.
cover, covering, masking, screening

ଅର୍ଥ : ଲଜ୍ଜାଶୀଳା ସ୍ତ୍ରୀଲୋକମାନେ ଶାଢ଼ୀ, ଓଢ଼ଣୀ ବା ଚାଦରର ଯେଉଁ ଭାଗ ମୁଣ୍ଡ ଉପରେ ମୁହଁ ପର୍ଯ୍ୟନ୍ତ ଝୁଲାଇ ରଖନ୍ତି

ଉଦାହରଣ : ନିଜ ଶ୍ୱଶୁରଙ୍କୁ ଦେଖିଲାମାତ୍ରେ ସେ ମୁହଁ ଉପରେ ଓଢ଼ଣା ଟାଣିଦେଲା

ସମକକ୍ଷ : ଓଢ଼ଣା

साड़ी, ओढ़नी या चादर का वह भाग जिसे लज्जाशील स्त्रियाँ सिर के ऊपर से मुख पर झुलाए रहती हैं।

स्त्रियाँ नई दुल्हन को उसका घूँघट उठा कर देख रही हैं।
अवगुंठन, अवगुंठिका, अवगुण्ठन, अवगुण्ठिका, घूँघट, घूंघट

A garment that covers the head and face.

head covering, veil