ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଙ୍କୁଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଙ୍କୁଶୀ   ବିଶେଷ୍ୟ

ଅର୍ଥ : ସେହି ଛୋଟ ଦୁଇ ମୁହାଁ ବର୍ଚ୍ଛା ଯାହା ହାତୀ ଚଲେଇବା ଓ ବଶରେ ରଖିବାରେ ସାହାଯ୍ୟ କରେ

ଉଦାହରଣ : ମେଳାରେ ମାହୁନ୍ତ ଅଙ୍କୁଶରେ ବାରମ୍ବାର ହାତୀର ମୁଣ୍ଡକୁ ପ୍ରହାର କରୁଥିଲା

ସମକକ୍ଷ : ଅଙ୍କୁଶ

वह छोटा दुमुँहाँ भाला जिससे हाथी चलाया और वश में रखा जाता है।

मेले में महावत अंकुश से बार-बार हाथी के सिर पर प्रहार कर रहा था।
अंकुश, गजबाँक, गजबाग, वैणुक, हुरुट्टक

An elephant goad with a sharp spike and a hook.

ankus

ଅର୍ଥ : କୌଣସି ଜିନିଷକୁ ମାରିବା ବା ଟାଙ୍ଗିବାଆଦି ନିମନ୍ତେ ତିଆରି ହୋଇଥିବା ଲୁହାଆଦିର ତେଢ଼ା କଣ୍ଟା

ଉଦାହରଣ : ସେ ପଡ଼ିଯାଇଥିବା ଲୁଗାକୁ ଆଙ୍କୁଡ଼ିରେ ଉଠାଇଲା

ସମକକ୍ଷ : ଆଙ୍କୁଡ଼ା, ଆଙ୍କୁଡ଼ି, ହୁକ୍‌

कोई चीज फँसाने या टाँगने आदि के लिए बना हुआ लोहे आदि का टेढ़ा काँटा।

उसने गिरे हुए कपड़े को अँकुसी से उठाया।
अँअड़ी, अँकड़ी, अँकसी, अँकुड़ा, अँकुसी, अंकसी, अंकुड़ा, अंकुसी, आँकड़ा, आँकुड़ा, आंकड़ा, कँटिया, कंटिया, लकसी, हुक

A mechanical device that is curved or bent to suspend or hold or pull something.

claw, hook

ଅର୍ଥ : ବଙ୍କା ହୋଇଥିବା କଣ୍ଟା

ଉଦାହରଣ : ଲୁଗା ଟାଙ୍ଗିବାପାଇଁ ରୋହନ କାନ୍ଥରେ ଠାଏଠାଏ ବଙ୍କାକଣ୍ଟା ପିଟିଲା

ସମକକ୍ଷ : ବଙ୍କାକଣ୍ଟା

मुड़ी हुई काँटी।

रोहन ने कपड़ा टाँगने के लिए दीवार में जगह-जगह अँकुड़ियाँ ठोकीं।
अँकुड़ी

ଅର୍ଥ : ଲୁହା ଓ ପିତଳରେ ତିଆରି କଂସାରିର ଏକ ସଜ

ଉଦାହରଣ : କଂସାରି ଆଙ୍କୁଶୀରେ ଭାଟିରୁ ଭସ୍ମ ବାହାର କରୁଛି

ठठेरों का एक औज़ार जो लोहे या पीतल का होता है।

ठठेरा अंकुसी से भट्ठी की राख निकाल रहा है।
अंकुसी