ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଙ୍କୁଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଙ୍କୁଡ଼ି   ବିଶେଷ୍ୟ

ଅର୍ଥ : ଫଳ ତୋଳିବାପାଇଁ ଲଗି ଅଗରେ ବନ୍ଧାହୋଇଥିବା ଛୋଟ କାଠିଖଣ୍ଡ

ଉଦାହରଣ : ମାଳୀ ଆଙ୍କୁଡ଼ିରେ ଆମ୍ବକୁ ଛନ୍ଦି ତୋଳୁଛି

फल तोड़ने की लग्गी के सिरे पर बँधी छोटी सी लकड़ी।

माली अंकुसी में आम फँसाकर तोड़ रहा है।
अंकुसी

A mechanical device that is curved or bent to suspend or hold or pull something.

claw, hook

ଅର୍ଥ : କୌଣସି ଜିନିଷକୁ ମାରିବା ବା ଟାଙ୍ଗିବାଆଦି ନିମନ୍ତେ ତିଆରି ହୋଇଥିବା ଲୁହାଆଦିର ତେଢ଼ା କଣ୍ଟା

ଉଦାହରଣ : ସେ ପଡ଼ିଯାଇଥିବା ଲୁଗାକୁ ଆଙ୍କୁଡ଼ିରେ ଉଠାଇଲା

ସମକକ୍ଷ : ଆଙ୍କୁଶୀ, ଆଙ୍କୁଡ଼ା, ହୁକ୍‌

कोई चीज फँसाने या टाँगने आदि के लिए बना हुआ लोहे आदि का टेढ़ा काँटा।

उसने गिरे हुए कपड़े को अँकुसी से उठाया।
अँअड़ी, अँकड़ी, अँकसी, अँकुड़ा, अँकुसी, अंकसी, अंकुड़ा, अंकुसी, आँकड़ा, आँकुड़ा, आंकड़ा, कँटिया, कंटिया, लकसी, हुक

A mechanical device that is curved or bent to suspend or hold or pull something.

claw, hook