ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଶ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଶ୍ରମ   ବିଶେଷ୍ୟ

ଅର୍ଥ : ଋଷି ଓ ମୁନିମାନଙ୍କ ରହିବା ସ୍ଥାନ

ଉଦାହରଣ : ବନବାସ କରିବା ସମୟରେ ଶୀରାମ ପଞ୍ଚବଟୀରେ ନିଜ ଆଶ୍ରମ ତିଆରି କଲେ

ସମକକ୍ଷ : କୁଟୀର

ऋषियों और मुनियों के रहने का स्थान।

वनवास के दौरान श्रीराम ने पंचवटी में अपना आश्रम बनाया।
आश्रम, कुटिया

The abode of a hermit.

hermitage

ଅର୍ଥ : ଦଶନାମୀ ସନ୍ୟାସୀଙ୍କମଧ୍ୟରୁ ଗୋଟିଏ

ଉଦାହରଣ : ଆଶ୍ରମ ସଂନ୍ୟାସୀ ଦ୍ୱାରିକାରେ ରହୁଥିଲେ

ସମକକ୍ଷ : ଆଶ୍ରମ ସଂନ୍ୟାସୀ

दशनामी संन्यासियों में से एक।

आश्रम द्वारिका में रहते थे।
आश्रम, आश्रम संन्यासी

ଅର୍ଥ : ହିନ୍ଦୁମାନଙ୍କ ଜୀବନର ଚାରି ଅବସ୍ଥା-ବ୍ରହ୍ମଚର୍ଯ୍ୟ,ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ୟାସ

ଉଦାହରଣ : ବୈଦିକ ଯୁଗରେ ଆଶ୍ରମ ବ୍ୟବସ୍ଥା ପ୍ରଚଳିତ ଥିଲା

हिन्दुओं के जीवन की चार अवस्थाएँ - ब्रह्मचर्य, गृहस्थ, वानप्रस्थ और संन्यास।

आश्रम व्यवस्था वैदिक युग में प्रचलित थी।
आश्रम, चतुराश्रम

ଅର୍ଥ : ସାଧୁ-ସନ୍ଥ ରହିବା ସ୍ଥାନ

ଉଦାହରଣ : ଉତ୍ତର କାଶୀ ବୁଲିବା ସମୟରେ ଆମେ କିଛି ଦିନ ଗୋଟିଏ ମଠରେ କଟାଇଲୁ

ସମକକ୍ଷ : ଆଖଡ଼ା, ମଠ

साधु-संतों के रहने का स्थान।

उत्तर काशी घूमने के समय हमने कुछ दिन एक मठ में गुज़ारे।
अखाड़ा, अखारा, आश्रम, मठ

The residence of a religious community.

monastery