ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକାଦେମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକାଦେମୀ   ବିଶେଷ୍ୟ

ଅର୍ଥ : ;ଜ୍ଞାନର ଉନ୍ନତି ଲାଗି ପ୍ରସ୍ତୁତ ଭବନ

ଉଦାହରଣ : ଏହି ଆକାଦେମୀରେ କେତୋଟି ବଡ଼ବଡ଼ ବଖରା ଅଛି

ସମକକ୍ଷ : ଏକାଡ଼େମୀ

ଅର୍ଥ : ଯେଉଁ ବିଦ୍ୟାଳୟରେ ବିଶିଷ୍ଟ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଥାଏ

ଉଦାହରଣ : ସେ ନିଜପୁଅର ନାମଲେଖା ଗୋଟିଏ ସୈନ୍ୟ ଆକାଦେମୀରେ କଲେ

ସମକକ୍ଷ : ଏକାଡ଼େମୀ

वह विद्यालय जहाँ कोई विशिष्ट प्रशिक्षण दिया जाता है।

उसने अपने लड़के का नामांकन एक सैन्य अकादमी में कराया है।
अकादमी, अकैडमी

A school for special training.

academy