ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକାଡ଼େମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକାଡ଼େମୀ   ବିଶେଷ୍ୟ

ଅର୍ଥ : ଏହି ସଂସ୍ଥା ଯାହାର ଉଦ୍ଦେଶ୍ୟ କଳା,ସାହିତ୍ୟ,ବିଜ୍ଞାନ ଆଦିର ଉନ୍ନତି ତଥା ପ୍ରଚାର କରିବା

ଉଦାହରଣ : ହିନ୍ଦୀ ଏକାଡ଼େମୀ ହିନ୍ଦୀର ବିକାଶ ଓ ପ୍ରସାରରେ ଲାଗିଛି

ସମକକ୍ଷ : ଅକାଦେମୀ

वह संस्था जिसका उद्देश्य कला, साहित्य, विज्ञान आदि की उन्नति तथा प्रचार करना हो।

हिंदी अकादमी हिंदी के विकास और प्रसार में लगी हुई है।
अकादमी, अकैडमी

An institution for the advancement of art or science or literature.

academy, honorary society

ଅର୍ଥ : ;ଜ୍ଞାନର ଉନ୍ନତି ଲାଗି ପ୍ରସ୍ତୁତ ଭବନ

ଉଦାହରଣ : ଏହି ଆକାଦେମୀରେ କେତୋଟି ବଡ଼ବଡ଼ ବଖରା ଅଛି

ସମକକ୍ଷ : ଆକାଦେମୀ

ଅର୍ଥ : ଯେଉଁ ବିଦ୍ୟାଳୟରେ ବିଶିଷ୍ଟ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଥାଏ

ଉଦାହରଣ : ସେ ନିଜପୁଅର ନାମଲେଖା ଗୋଟିଏ ସୈନ୍ୟ ଆକାଦେମୀରେ କଲେ

ସମକକ୍ଷ : ଆକାଦେମୀ

वह विद्यालय जहाँ कोई विशिष्ट प्रशिक्षण दिया जाता है।

उसने अपने लड़के का नामांकन एक सैन्य अकादमी में कराया है।
अकादमी, अकैडमी

A school for special training.

academy