ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅସ୍ପଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅସ୍ପଷ୍ଟ   ବିଶେଷଣ

ଅର୍ଥ : ଯାହା ସ୍ପଷ୍ଟ ନୁହେଁ

ଉଦାହରଣ : ବାଳକଟି ଅସ୍ପଷ୍ଟ ଭାଷାରେ କିଛି କହୁଛି

ସମକକ୍ଷ : ଅବ୍ୟକ୍ତ, ଅସ୍ଫୁଟ

जो स्पष्ट न हो।

बालक अस्पष्ट भाषा में कुछ कह रहा है।
अप्रतीत, अव्यक्त, अस्पष्ट, अस्फुट

Lacking clarity or distinctness.

A dim figure in the distance.
Only a faint recollection.
Shadowy figures in the gloom.
Saw a vague outline of a building through the fog.
A few wispy memories of childhood.
dim, faint, shadowy, vague, wispy

ଅର୍ଥ : ସ୍ପଷ୍ଟ ଦେଖା ଯାଉ ନ ଥିବା

ଉଦାହରଣ : ସାମନାର ଦୃଶ୍ୟ ଝାପ୍‌ସା ଦିଶୁଛି

ସମକକ୍ଷ : ଝାପସା, ଧୂମାଳ, ଧୂସର

स्पष्ट न दिखाई देने वाला।

सामने का दृश्य धुँधला है।
तारीक, धुँधला, धुँधलाया, धुँधियाला, धूमिल

Indistinct or hazy in outline.

A landscape of blurred outlines.
The trees were just blurry shapes.
bleary, blurred, blurry, foggy, fuzzy, hazy, muzzy

ଅର୍ଥ : ଯାହା ସ୍ପଷ୍ଟ ଭାବରେ କୁହାଯାଇନାହିଁ

ଉଦାହରଣ : ଯୁଝିଷ୍ଟିରଙ୍କ ଅସ୍ପଷ୍ଟ ବାକ୍ୟ ଗୁରୁ ଦ୍ରୋଣଙ୍କପାଇଁ ପ୍ରାଣ ଘାତକ ସିଦ୍ଧ ହେଲା

ସମକକ୍ଷ : ଅବୁଝା, କ୍ଷୀଣ

जो स्पष्ट न कहा गया हो।

युधिष्ठिर के अभ्यनुक्त वाक्य गुरु द्रोण के लिए प्राणघातक सिद्ध हुए।
अभ्यनुक्त